କାମ କରିବ ତ ବାପୁଙ୍କ ତୁଣ୍ଡି ? | Odisha Reporter
ଭୁବନେଶ୍ବର ବିଜେଡିରେ ଫାଟ ହେଲାଣି ଅତି ବିରାଟ। କର୍ପୋରେଟର ଦୁଇ ଫାଳକୁ ନେତା ହେଲେଣି ଚାରି ଫାଳ। ଅଶୋକ ବୁନୁଙ୍କ କର୍ପୋରେଟର ଗ୍ରୁପ ବନାମ ବାୟାଁ ଲିଟୁ ଗ୍ରୁପ। ଖୋଲାଖୋଲି ହେଉଛି ଗୋହି ଖୋଳା ଖୋଳି। କନ୍ଦଳ ଦାଣ୍ଡରେ ପଡ଼ି ହାଟର ଗଡ଼ିବା ପରେ ଭୁବନେଶ୍ବର ସଭାପତି ସୁଶାନ୍ତଙ୍କ ତୁଣ୍ଡି ବନ୍ଧା ଉଦ୍ୟମ। ପରାଜୟ ପରେ ଉଛୁଳା କର୍ପୋରେଟର ଉଛୁଳା ନେତା, ନିର୍ଦ୍ଦେଶ ମୁହଁ ବନ୍ଦ କରିପାରିବ ତ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
