Advertisment

ଭୋଗରାଇ ବିଜେଡିରେ ଗୋଷ୍ଠୀ କନ୍ଦଳ !

ନିର୍ବାଚନ ପୂର୍ବରୁ ଭୋଗରାଇରେ ଟିକେଟ୍ ପାଇଁ ଫାଇଟ୍ । ପୁଅକୁ ବିଧାୟକ ପ୍ରାର୍ଥୀ କରିବାକୁ ଆଶାବାଦୀ ଅନନ୍ତ !

author-image
Manoj Swain

ନିର୍ବାଚନ ପୂର୍ବରୁ ଭୋଗରାଇରେ ଟିକେଟ୍ ପାଇଁ ଫାଇଟ୍ । ପୁଅକୁ ବିଧାୟକ ପ୍ରାର୍ଥୀ କରିବାକୁ ଆଶାବାଦୀ ଅନନ୍ତ ! ବନ୍ଧୁମିଳନ କାର୍ଯ୍ୟକ୍ରମ କରି ଶକ୍ତି ପ୍ରଦର୍ଶନ କଲେ ବିଦୁବେନ୍ଦୁ । ବିଦୁବେନ୍ଦୁଙ୍କ ପୋଷ୍ଟରରେ ଅନନ୍ତଙ୍କ ସହ ବବି ଓ ନବୀନଙ୍କ ଫଟୋ। ବିଦୁବେନ୍ଦୁଙ୍କ ଶକ୍ତିବୃଦ୍ଧି ଦେଖି ଚିନ୍ତାରେ ଅନନ୍ତ ଓ ତାଙ୍କ ସମର୍ଥକ। ତେବେ କାର୍ଯ୍ୟକ୍ରମରେ ସାମିଲ ନହେବାକୁ ହ୍ୱିପ୍ ଜାରି କଲା ବ୍ଲକ୍ ବିଜେଡି ।

Advertisment
Odisha BjD Balasore