ଦଳ ଦୁଇଫାଳ, ଅମରଙ୍କ ଆସନ ଟଳମଳ ! | Odisha Reporter
Advertisment
ଯାଜପୁର ଜିଲ୍ଲାରେ କେମିତି ରହିଛି ବିଜେଡିର ଗଡ। ବିଜେଡି ବିରୋଧରେ ବିଜେଡି କରୁଛି ପ୍ରେସମିଟ। କାଉଣ୍ଟର କରୁଛନ୍ତି ଆଉ ଏକ ଗୋଷ୍ଠୀ। ଗୋଟିଏ ନେତା, ଗୋଟିଏ ଦଳ। କିନ୍ତୁ ଦୁଇ ଫାଳ। ଅସନ୍ତୁଷ୍ଟ ନେତାଙ୍କ ଜିଦ୍ ହେଲା 24ରେ ବଡଚଣାରେ ନୂଆ ମୁହଁ ଦେଉ ଦଳ। ଯାହାକୁ ଦେଉଛି ଦେଉ ହେଲେ ଅମରଙ୍କୁ ଯେପରି ରିପିଟ କରାନଯାଉ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us