Advertisment

ଭୁବନେଶ୍ବର ବିଜେଡ଼ିରେ ଫାଟ ଜଳଜଳ, ମଙ୍ଗୁଆଳ ଝାଳନାଳ !

ବିରଞ୍ଚି ଏକାମ୍ର ବିଧାୟକ ପ୍ରାର୍ଥୀ ଓ ଅମରେଶ ମଧ୍ୟ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ଯାହାକି ଏକାମ୍ର ବିଧାୟକ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଚାଲେଞ୍ଜ।

Advertisment

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। କହିବାକୁ ଗଲେ ରାଜଧାନୀ ଭୁବନେଶ୍ୱରରେ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି। ବିଜୁ ଜୟନ୍ତୀରେ ଭୁବନେଶ୍ୱର ଏକାମ୍ର ବିଧାୟକ ଆଶାୟୀ କର୍ପୋରେଟର ବିରଞ୍ଚି ମହାସୁପକାର ଓ ମଧ୍ୟ ଭୁବନେଶ୍ୱର ଆଶାୟୀ କର୍ପୋରେଟର ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାପୁଣି ନବୀନ ନିବାସରେ। ଉଭୟ ଆଜି ନିଜ ନିଜ ସମର୍ଥକଙ୍କ ସହ ଯାଇ ନବୀନ ନିବାସରେ ବାୟୋ ଡାଟା ଦେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe