ଦୁଇ ଦୁଇ ଥର ବିଧାୟକ କଲୁ। ଏବେ ଆଉ ନୁହେଁ। ଏଥର ନୂଆ ମୂହଁଙ୍କୁ ଗୁରୁତ୍ୱ। ବିଜେଡିର ଗଡ ଯାଜପୁରର ଧର୍ମଶାଳାରେ ଖୋଦ ଏଭଳି ସ୍ଥିତି ଦେଖିବାକୁ ମିଳିଛି। 24 ନିର୍ବାଚନରେ ଦଳରେ ଦୁଇ ଚେହେରା ଟିକଟ ଆଶାୟୀ ରହିଛନ୍ତି। କେବଳ ରହି ନାହାନ୍ତି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବାଦ ଦେଇ କାର୍ଯ୍ୟକ୍ରମ ବି କରୁଛନ୍ତି। ଯେଉଁମୋନେ ଦିନେ ପ୍ରଣବଙ୍କ ହାତବାରୀସି ଥିଲେ ସେମାନେ ଏବେ ସମାନ୍ତରାଳ ସମାବେଶ କରି ଦଳ ପାଇଁ ବଡ ଚାଲେଞ୍ଜ ଛିଡା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଓଡ଼ିଆ ଅସ୍ମିତାର ବିଜୟ ହୋଇନି, ଅହଙ୍କାରର ପରାଜୟ ହୋଇଛି
ଲୋକେ ପରିବର୍ତ୍ତନ ଚାହୁଁଥିଲେ। ଲୋକେ ପରିବର୍ତ୍ତନ କରିଛନ୍ତି।
Politics
ଅଫେରା ପଥରେ ବିଜେପିର ଭେଟ୍ରାନ୍ ଲିଡର ସମୀର ଦେ
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ।
Politics
ବିଜେପିରେ ଯୋଗଦେଲେ କୈଳାଶ ଗେହଲଟ, ଗତକାଲି ଆପରୁ ଇସ୍ତଫା ଦେଇଥିଲେ
ଗତକାଲି ଆପରୁ ଇସ୍ତଫା ଦେଇଥିଲେ କୈଳାଶ ଗେହଲଟ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।