ହାତ ଛାଡି ଦେଲେ ପ୍ରଭୁ, କଣ କରିବେ ପ୍ରଣବ ?| Odisha Reporter
Advertisment
ଦୁଇ ଦୁଇ ଥର ବିଧାୟକ କଲୁ। ଏବେ ଆଉ ନୁହେଁ। ଏଥର ନୂଆ ମୂହଁଙ୍କୁ ଗୁରୁତ୍ୱ। ବିଜେଡିର ଗଡ ଯାଜପୁରର ଧର୍ମଶାଳାରେ ଖୋଦ ଏଭଳି ସ୍ଥିତି ଦେଖିବାକୁ ମିଳିଛି। 24 ନିର୍ବାଚନରେ ଦଳରେ ଦୁଇ ଚେହେରା ଟିକଟ ଆଶାୟୀ ରହିଛନ୍ତି। କେବଳ ରହି ନାହାନ୍ତି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବାଦ ଦେଇ କାର୍ଯ୍ୟକ୍ରମ ବି କରୁଛନ୍ତି। ଯେଉଁମୋନେ ଦିନେ ପ୍ରଣବଙ୍କ ହାତବାରୀସି ଥିଲେ ସେମାନେ ଏବେ ସମାନ୍ତରାଳ ସମାବେଶ କରି ଦଳ ପାଇଁ ବଡ ଚାଲେଞ୍ଜ ଛିଡା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us