ରଘୁବର କହିଲେ କାହିଁକି ହାରିଲେ ନବୀନ! | Odisha Reporter
Advertisment
ଟିକେ ମନେ ପକାନ୍ତୁ ନିର୍ବାଚନ ପୂର୍ବରୁ ଲୋକଙ୍କ ରାଜ୍ୟପାଳ ରଘୁବର ଦାସ କିଭଳି ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ । ଆଜି ସମ୍ବଲପୁର ତ କାଲି ଗଞ୍ଜାମ, ସେହିପରି କେତେବେଳେ କେନ୍ଦ୍ରାପଡା ତ ଆଉ କେତେବଳେ ମୟୂରଭଞ୍ଜ। ଜିଲ୍ଲାକୁ ଜିଲ୍ଲା ବୁଲୁଥିଲେ ଲୋକଙ୍କ କଥା ଶୁଣୁଥିଲେ । ନିଜ ଆଖି ଆଗରେ ଦେଖୁଥିଲେ ଓଡ଼ିଶାର ବିକଳ ଚିତ୍ର। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତାଙ୍କର ଏକ ସାକ୍ଷାତକାରରେ ସେ କହିଛନ୍ତି ତତ୍କାଳୀନ ରାଜ୍ୟ ସରକାରଙ୍କୁ ନେଇ ଲୋକଙ୍କ ମନରେ ଥିବା କଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us