Advertisment

'କାର୍‌ରେ ଆସୁଛନ୍ତି ଟଙ୍କାକିଆ ଚାଉଳ ନେଉଛନ୍ତି'

ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ସିଦ୍ଧାର୍ଥ ରାଉତରାୟ ।

author-image
Manoj Swain

ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ଏବଂ ଗୋଟି ଗୋଟି କରି ରାଜ୍ୟ ସରକାରଙ୍କ ବିଫଳତାକୁ ବଖାଣିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। ଶୁଣନ୍ତୁ ଅଧିକ କଣ କହିଛନ୍ତି ସିଦ୍ଧାର୍ଥ ।

Advertisment
Congress Odisha