Advertisment

ବିଜୁ ଜୟନ୍ତୀରେ ପଦାରେ ପଡ଼ିଲା କନ୍ଦଳ

‘ବିଜୁ ଲିଗାସୀ ଗଲାଣି, ନବୀନ ଲିଗାସୀ ବି ନାହିଁ। ଆଦର୍ଶଠାରୁ ବିଜେଡି ବହୁ ଦୂରରେ’। ବିଜୁ ଜୟନ୍ତୀରେ ବରିଷ୍ଠ ନେତାଙ୍କ କ୍ଷୋଭ। ୧୯୯୭ର ରାଜନୈତିକ ସ୍ଥିତିକୁ ମନେ ପକାଉଛନ୍ତି ନେତା। ପଦାରେ ପଡ଼ିଲା ବିଜେଡି ଗୋଷ୍ଠୀକନ୍ଦଳ।

author-image
Debendra Prusty

‘ବିଜୁ ଲିଗାସୀ ଗଲାଣି, ନବୀନ ଲିଗାସୀ ବି ନାହିଁ। ଆଦର୍ଶଠାରୁ ବିଜେଡି ବହୁ ଦୂରରେ’। ବିଜୁ ଜୟନ୍ତୀରେ ବରିଷ୍ଠ ନେତାଙ୍କ କ୍ଷୋଭ। ୧୯୯୭ର ରାଜନୈତିକ ସ୍ଥିତିକୁ ମନେ ପକାଉଛନ୍ତି ନେତା। ପଦାରେ ପଡ଼ିଲା ବିଜେଡି ଗୋଷ୍ଠୀକନ୍ଦଳ।

Advertisment
Naveen Patnaik BjD Biju Pattanaik Odisha