‘ବିଜୁ ଲିଗାସୀ ଗଲାଣି, ନବୀନ ଲିଗାସୀ ବି ନାହିଁ। ଆଦର୍ଶଠାରୁ ବିଜେଡି ବହୁ ଦୂରରେ’। ବିଜୁ ଜୟନ୍ତୀରେ ବରିଷ୍ଠ ନେତାଙ୍କ କ୍ଷୋଭ। ୧୯୯୭ର ରାଜନୈତିକ ସ୍ଥିତିକୁ ମନେ ପକାଉଛନ୍ତି ନେତା। ପଦାରେ ପଡ଼ିଲା ବିଜେଡି ଗୋଷ୍ଠୀକନ୍ଦଳ।