Advertisment

ପାଣ୍ଡିଆନଙ୍କ ସବୁ ଗେହ୍ଲାଙ୍କୁ ମୋହନ କରିଦେଲେ OSD !

୨୪ ନିର୍ବାଚନରେ ବିଜେଡିକୁ ସହାୟତା କରୁଥିବା ଅଭିଯୋଗରେ ନିଲମ୍ବନ ହୋଇଥିଲେ ଡିଏସ କୁଟ୍ଟେ।

Advertisment

ବିଜେଡି ସରକାରରେ ମୋଷ୍ଟ ପାଓ୍ବାର ଫୁଲ ଅଫିସର ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂହଙ୍କୁ ମୋହମ ମାଝୀଙ୍କ ସରକାର ଏବେ ଗୃହ ବିଭାଗର ଓଏସଡି କରିଦେଇଛନ୍ତି। ୨୪ ନିର୍ବାଚନରେ ବିଜେଡିକୁ ସହାୟତା କରୁଥିବା ଅଭିଯୋଗରେ ନିଲମ୍ବନ ହୋଇଥିଲେ ଡିଏସ କୁଟ୍ଟେ। ପ୍ରଥମ ତାଙ୍କୁ ତାଙ୍କ ପଦରୁ ହଟାଯାଇଥିଲା ଏବଂ ପରେ ନିଲମ୍ବନ କରାଯାଇଥିଲା। ନିର୍ବାଚନ ପରେ ଜୁନ୍ ୬ ତାରିଖ ଦିନ କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶକୁ ସର୍ତ୍ତମୂଳକ ଭାବେ ତତ୍କାଳ ପ୍ରଭାବରୁ ହଟାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha IPS Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe