Advertisment

ବିଜେଡିକୁ ଆସି ଫଶିଗଲେ ଇରାନୀ !

ରଣପୁର ଟିକେଟ୍ ଆଶାରେ ବିଜେଡିରେ ଯୋଗ ଦେଇଥିଲେ ଇରାନୀ ! ହେଲେ ରଣପୁର ପାଇଁ ସତ୍ୟନାରାୟଣ ପ୍ରଧାନଙ୍କୁ ପୁଣି ରିପିଟ କଲା ବିଜେଡି ।

author-image
Manoj Swain

ରଣପୁର ଟିକେଟ୍ ଆଶାରେ ବିଜେଡିରେ ଯୋଗ ଦେଇଥିଲେ ଇରାନୀ ରାୟ ! ହେଲେ ବିଜେଡି ରଣପୁର ପାଇଁ ସତ୍ୟନାରାୟଣ ପ୍ରଧାନଙ୍କୁ ପୁଣି ରିପିଟ କଲା । ବଡ଼ ଆଶା ଦେଖାଇ ଇରାନୀଙ୍କୁ ଅରୁଣ ସାହୁ ବିଜେଡିକୁ ନେଇ ଯାଇଥିଲେ, ରଣପୁର ନହେଲା ନାହିଁ ଏବେ କୁଆଡ଼େ ଖଣ୍ଡପଡ଼ା ଉପରେ ତାଙ୍କ ଆଖି ! ବଡ଼ ସଭା କରି ବିଜେଡିରେ ମିଶିବା ପ୍ଲାନ କରୁଥିବା ଇରାନୀଙ୍କ ସ୍ବାମୀ ଲାଲା ଏବେ ଚିନ୍ତାରେ ! ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Nayagarh