Advertisment

ଟାଣି ହୋଇ ଯାଉଛନ୍ତି ଭର୍ତ୍ତୃହରି!

ସାହିତ୍ୟ ମଞ୍ଚରେ ବି ନେତା ରାଜନୀତି କରିବାକୁ ଭୁଲୁ ନାହାଁନ୍ତି। ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ ସଭାରେ ଏଭଳି କିଛି ଦେଖିବାକୁ ମିଳିଛି। ବିଜେଡି ସାଂସଦ ନିଜର ଦଳୀୟ ଅସୁବିଧା ବିଷୟରେ କହିବା ପାଇଁ ବିଜେପି ମନ୍ତ୍ରୀଙ୍କୁ କରୁଛନ୍ତି ଅନୁରୋଧ। ଗତ ନିର୍ବାଚନବେଳେ ବିଜେଡି ସବା ଶେଷରେ ଭର୍ତ୍ତୃହରି ମହତାବଙ୍କୁ ଟିକେଟ୍ ଦେଇଥିଲା।

author-image
Debendra Prusty

Bjp BjD Odisha Odisha Politics Bhartuhari Mahtab