Advertisment

ବିଜେଡି ଟିକେଟ୍‌ ପଛରେ ଖଣି ଲବି !

ଶାସକ ବିଜେଡିରେ କିଏ ହେବେ ପ୍ରାର୍ଥୀ ? ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ଅଭିଯୋଗ ପରେ ଗତ ଦୁଇ ଦିନ ହେଲା ସେ ଚର୍ଚ୍ଚା ଲାଗି ରହିଛି।

Advertisment

ଶାସକ ବିଜେଡିରେ କିଏ ହେବେ ପ୍ରାର୍ଥୀ ? ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ଅଭିଯୋଗ ପରେ ଗତ ଦୁଇ ଦିନ ହେଲା ସେ ଚର୍ଚ୍ଚା ଲାଗି ରହିଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସରେ ଥିବା ବେଳେ ଲକ୍ଷ୍ମୀପୁରରେ ଥିବା କୋଡିଙ୍ଗାମାଳି ମାଇନ୍ସକୁ ଜୋରଦାର ବିରୋଧ କରିଥିଲେ କୈଳାଶ କୁଲେସିକା। ଆଉ ତାଙ୍କୁ ମ୍ୟାନେଜ କରିବାକୁ ଟିକେଟ ଥୋପ ଦେଇ ବିଜେଡି ତାଙ୍କୁ ଦଳରେ ସାମିଲ କରିଥିଲା। ତେଣୁ ବିଧାୟକ ହେବା ପରେ କୁଲେସିକା ପୁଣି ମାଇନ୍ସ ପାଇଁ କଣ୍ଟା ହେବାର ଆଶଙ୍କା କରି ତାଙ୍କ ଟିକେଟ କଟାଯାଇଥିବା ଚର୍ଚ୍ଚା ହେଉଛି। 

Advertisment
BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe