ମନ୍ତ୍ରୀ କଣ କେବଳ ନାଁକୁ ମାତ୍ର କି ? | Odisha Reporter
ଲୋକସେବା ଭବନ ମୁଖ୍ୟ ଶାସନ ସଚିବଙ୍କ ଚାମ୍ବରରେ ଚାଲିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଡ୍ରାଇଭର ସଂଘ ସହ ଖୁଲମଖୁଲା ଆଲୋଚନା ହେଲା। ବିଧାୟକ ପ୍ରଣବ ପ୍ରକାଶ ଦାସ ରହିଛନ୍ତି। ହେଲେ ପରିବହନ ମନ୍ତ୍ରୀଙ୍କୁ ଖୋଜା ପଡ଼ିଲା ନାହିଁ। ସେ କେବଳ ଟିଭି ଦେଖି ଯାହା ଜାଣିଲେ ବୋଧେ। କୁହାଯାଉଛି ବିଧାନସଭାରେ କେବଳ ଯେତିକି ହାତ ଲେଖା ଦିଆଯାଉଛି ସେତିକି ପଢ଼ି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
