Advertisment

ମନ୍ତ୍ରୀ ପଦ ନାଁକୁ ମାତ୍ର କି?

ଲୋକସେବା ଭବନ ମୁଖ୍ୟ ଶାସନ ସଚିବଙ୍କ ଚାମ୍ବରରେ ଚାଲିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଡ୍ରାଇଭର ସଂଘ ସହ ଖୁଲମଖୁଲା ଆଲୋଚନା ହେଲା। ବିଧାୟକ ପ୍ରଣବ ପ୍ରକାଶ ଦାସ ରହିଛନ୍ତି। ହେଲେ ପରିବହନ ମନ୍ତ୍ରୀଙ୍କୁ ଖୋଜା ପଡ଼ିଲା ନାହିଁ। ସେ କେବଳ ଟିଭି ଦେଖି ଯାହା ଜାଣିଲେ ବୋଧେ। କୁହାଯାଉଛି ବିଧାନସଭାରେ କେବଳ ଯେତିକି ହାତ ଲେଖା ଦିଆଯାଉଛି ସେତିକି ପଢ଼ି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖୁଛନ୍ତି।

Odisha Minister Indian Democracy Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe