ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକେ ଭେଟନ୍ତି କି ?

ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକେ ଭେଟନ୍ତି କି ? ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ସମସ୍ୟା କିମ୍ବା ପରାମର୍ଶ ଜଣାଇପାରନ୍ତି କି? `ଓଡ଼ିଶା ରିପୋର୍ଟର’ ପକ୍ଷରୁ ସୋମବାର କରାଯାଇଥିଲା ରିଏଲଟି ଚେକ୍ ।

Manoj Swain
  • Published: Tuesday, 12 September 2023
  • Updated: 12 September 2023, 10:46 AM IST

Sports

Latest News

ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକେ ଭେଟନ୍ତି କି ? ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ସମସ୍ୟା କିମ୍ବା ପରାମର୍ଶ ଜଣାଇପାରନ୍ତି କି? `ଓଡ଼ିଶା ରିପୋର୍ଟର’ ପକ୍ଷରୁ ସୋମବାର କରାଯାଇଥିଲା ରିଏଲଟି ଚେକ୍ । ଆଉ ଏତିକି ବେଳେ ନବୀନ ନିବାସ ସୁରକ୍ଷା କର୍ମୀ କହିଲେ, ଏଇଟା ମୁଖ୍ୟମନ୍ତ୍ରୀଙ୍କ ଘର, ଦେଖାମିଳିବ ନାହିଁ । ପ୍ରସ୍ତାବ ଯାହା ଅଛି ୟୁନିଟ୍-5ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦିଅନ୍ତୁ । ଆଉ ଏହା ପରେ ମିଛ ପ୍ରମାଣିତ ହେଲା- ମନ୍ତ୍ରୀ ପ୍ରତାପ ଦେବଙ୍କ ନବୀନଙ୍କୁ ଭେଟିବା ଟିପ୍ପଣୀ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos