5t ଅଧ୍ୟକ୍ଷ ପଦରୁ ହଟିଗଲେ କି ପାଣ୍ଡିଆନ୍ ?

  • Published: Wednesday, 10 April 2024
  • , Updated: 10 April 2024, 11:34 AM IST

ରାଜ୍ୟର ମୋଷ୍ଟ ପାଓ୍ବାରଫୁଲ ବିଜେଡି ନେତା ପାଣ୍ଡିଆନଙ୍କ କମିଗଲା କି ପାଓ୍ବାର ? ପାଣ୍ଡିଆନ ଆଉ ନାହାଁନ୍ତି କି 5t ଅଧ୍ୟକ୍ଷ ? ବେଆଇନ କରିଦେଲେ କି ଇସିଆଇ ? ଓଡ଼ିଶା ବିଜେପି ଟ୍ବିଟ କରି କହିଛି 5t ନାଁରେ ସରକାରୀ କ୍ଷମତା ମାଡି ବସିଥିଲେ ପାଣ୍ଡିଆନ । ରାଜନୀତି କରୁଥିବା ପାଣ୍ଡିଆନ କେମିତି ସିଏମଓରେ କାମ କରୁଛନ୍ତି ସେ ନେଇ ଆପତ୍ତି କରିଥିଲା ବିଜେପି। ବିଜେପିର ଅଭିଯୋଗ ପରେ ସିଏମଓ ଓ୍ବେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାମ । ଦେଖନ୍ତୁ ପୂରା ରିପୋର୍ଟ। 

Related story