ପାଣ୍ଡିଆନ ଛିଡାହୋଇ ସଜାଡିଦେବେ ଅସଜଡା ଗଂଜାମ ! | Odisha Reporter
ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଏବେ ବିଜେଡିର ସ୍ଥିତି ପୂରା ଗଡ଼ବଡ଼ ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧ ପରେ ଏବେ ପ୍ରାୟ 13ଟି ଯାକ ବିଧାନସଭା ଆସନରେ ସ୍ଥିତି ବିଗିଡିବାରେ ଲାଗିଛି। ସବୁ ଆସନରେ ଏକାଧିକ ଆଶାୟୀ ଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଛି। ତେଣୁ ଭିଆରଏସ୍ ନେବା ପରେ ପାଣ୍ଡିଆନ୍ ଏବେ ସଜାଡିବେ କି ଗଞ୍ଜାମ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
