Advertisment

ଇଏ ସେହି ବର୍ଷା ତ?

ସେସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନବ ନିର୍ବାଚିତ ବିଧାୟିକାଙ୍କ କଥା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ। ବିଧାୟିକା ଆସିବା ଜାଣି ସମସ୍ୟା ଜଣାଇବା ପାଇଁ ଧାଇଁ ଆସିଥିଲେ ଗାଁ ଲୋକେ। ହେଲେ ବିଧାୟିକାଙ୍କ ତୁଣ୍ଡରୁ ଯେଉଁ କଥା ବାହାରିଲା ଲୋକେ ଗୁହାରି କରିବେ କଣ, ଯେଉଁ ମୁହଁରେ ଯାଇଥିଲେ ସେହି ମୁହଁରେ ଫେରି ଆସିଲେ। ଟିକେ ମ୍ୟାଡମ ବର୍ଷାଙ୍କ କଥା ଶୁଣନ୍ତୁ।

Padmapur Barsha Singh Bariha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe