କିଏ ହେବ ମୁଖ୍ୟମନ୍ତ୍ରୀ?... କଣ କହିଲେ ସୁରେଶ ପୂଜାରୀ ? | Odisha Reporter
Advertisment
ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିବାକୁ ଯାଉଛି ବିଜେପି। ତେବେ, କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ଏହି ରେସରେ ସବୁଠୁ ଆଗରେ ରହିଛନ୍ତି, ବ୍ରଜରାଜନଗରର ନବନିର୍ବାଚିତ ବିଧାୟକ ସୁରେଶ ପୂଜାରୀ। ତେବେ ସୁରେଶ ପୂଜାରୀ ଏ ନେଇ କ’ଣ କହିଛନ୍ତି ଶୁଣନ୍ତୁ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us