Advertisment

ବିଧାୟକଙ୍କୁ ଡର ଲାଗୁଛି କି ସାମ୍ୱାଦିକଙ୍କ ପ୍ରଶ୍ନ ?

ପୁଣି ବିବାଦ ଘେରରେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପୂର୍ବରୁ ରାସ୍ତା କାମ ନିମ୍ନମାନର ହୋଇଥିବା ନେଇ ଜେଇଙ୍କୁ ଉଠବସ କରାଇ ବିବାଦ ଘେରକୁ ଆସିଥିଲେ ବିଧାୟକ ବାବୁ ।

author-image
Manoj Swain

ପୁଣି ବିବାଦ ଘେରରେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପୂର୍ବରୁ ରାସ୍ତା କାମ ନିମ୍ନମାନର ହୋଇଥିବା ନେଇ ଜେଇଙ୍କୁ ଉଠବସ କରାଇ ବିବାଦ ଘେରକୁ ଆସିଥିଲେ ବିଧାୟକ ବାବୁ । ଏପରିକି ଏହି ଘଟଣାର ଭିଡିଓ ଭାଇରାଲ ଓ ପରେ ମାମଲା ହେବାରୁ ବନ୍ଧା ବି ହୋଇଥିଲେ । ଏହା ସତ୍ତ୍ୱେ ଯାଉନି ବାବୁଙ୍କ ଦବଙ୍ଗଗିରି । ଏବେ ଏହି ଚିତ୍ରକୁ ଦେଖନ୍ତୁ କେମିତି ବ୍ଲକ କାର୍ଯ୍ୟାଳୟ ଆଗରେ ହାତରେ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି।

Advertisment
Odisha BjD Balangir