Advertisment

ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ୍‌ଚିଟ୍ ବାଧ୍ୟବାଧକତା ନୁହେଁ ତ?

ନବୀନ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ମୋ’ ନଜରକୁ ଆସିଛି । ପାଣ୍ଡିଆନଙ୍କୁ ସମାଲେଚାନା କରିବା ଦୁର୍ଭାଗ୍ୟଜନକ । ପାଣ୍ଡିଆନଙ୍କୁ ତାଙ୍କର ସତ୍ୟନିଷ୍ଠା ଓ ସାଧୁତା ପାଇଁ ସର୍ବଦା ମନେ ରଖାଯିବ ।

author-image
Jitendra Garnayak

ଭିକେ ପାଣ୍ଡିଆନଙ୍କ କ୍ଷମତା ଲୋଭ ଦଳକୁ ବୁଡ଼େଇ ଦେଇଥିବା ଚର୍ଚ୍ଚା ହେଉଥିବାବେଳେ ପଦାକୁ ଆସିଲେ ନବୀନ ପଟ୍ଟନାୟକ। ଦଳ ଭିତରେ ଏବଂ ବାହାରେ ଲୋକ ପାଣ୍ଡିଆନଙ୍କୁ ଦାୟୀ କରୁଥିବାବେଳେ ତାକୁ ଭୁଲ ପ୍ରମାଣିତ କରିବାକୁ ନବୀନ କରିଛନ୍ତି ଉଦ୍ୟମ। 

Advertisment
Naveen Patnaik Vk Pandian