Advertisment

ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ଶିଶିର ମିଶ୍ର

ହିଞ୍ଜିଳି ଆସନକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ।

author-image
Manoj Swain

ହିଞ୍ଜିଳି ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଶିଶିର ମିଶ୍ର । ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଡ। ହିଞ୍ଜିଳି ଆସନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଟ୍‌‌ କରିବେ ଶିଶିର ମିଶ୍ର। ତେବେ ନବୀନଙ୍କୁ ଟାର୍ଗେଟ କରି ଶିଶିର ମିଶ୍ର କହିଛନ୍ତି, ବିଜୁ ବାବୁ ହାରିଥିଲେ, ନବୀନ ବାବୁ ହାରିବା ଅସମ୍ଭବ ନୁହେଁ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Naveen Patnaik Bjp BjD Odisha Ganjam