Advertisment

୫୦ କେଜି ସୁନା ଜବତ ଘଟଣା; ଚର୍ଚ୍ଚା ବଢ଼ାଇଲା ତଥାଗତଙ୍କ ପୋଷ୍ଟ

ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଜୋର ଧରିଲା ଚର୍ଚ୍ଚା ।

author-image
Manoj Swain

ଗୋଟିଏ ପଟେ ଭୁବନେଶ୍ୱର ବିମାନବନ୍ଦରରୁ ଧରା ପଡ଼ିଥିବା ବିପୁଳ ପରିମାଣର ସୁନା ଓ ରୁପା ସମ୍ପର୍କରେ ଚାଲିଛି ଖୋଳତାଡ। ୨୦ ସୁନା ଦୋକାନକୁ ଯାଉଥିଲା ୬୦ କୋଟି ଟଙ୍କାର ସୁନା ଓ ରୁପା ଅଳଂକାର । ମୁମ୍ବାଇ ଓ ଅହମଦାବାଦରୁ ଆସିଥିଲା ଏହି ସବୁ ସୁନା। ତଥାଗତଙ୍କ ଏ କି ପ୍ରକାର କଟାକ୍ଷ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Ratna Bhandar