ତଥାଗତଙ୍କ ଯୁକ୍ତି, ସୁନା ରତ୍ନଭଣ୍ଡାରର | Odisha Reporter
Advertisment
ଗୋଟିଏ ପଟେ ଭୁବନେଶ୍ୱର ବିମାନବନ୍ଦରରୁ ଧରା ପଡ଼ିଥିବା ବିପୁଳ ପରିମାଣର ସୁନା ଓ ରୁପା ସମ୍ପର୍କରେ ଚାଲିଛି ଖୋଳତାଡ। ୨୦ ସୁନା ଦୋକାନକୁ ଯାଉଥିଲା ୬୦ କୋଟି ଟଙ୍କାର ସୁନା ଓ ରୁପା ଅଳଂକାର । ମୁମ୍ବାଇ ଓ ଅହମଦାବାଦରୁ ଆସିଥିଲା ଏହି ସବୁ ସୁନା। ତଥାଗତଙ୍କ ଏ କି ପ୍ରକାର କଟାକ୍ଷ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us