Advertisment

ଥାନାରେ କାଗଜ କଲମ ଧରି ପହଞ୍ଚିଲେ ବିଧାୟକ ଅମରେନ୍ଦ୍ର ଦାସ

ଆକ୍ସନ ମୁଡ଼ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ।

author-image
Manoj Swain

ଲୋକଙ୍କ କଥା ନ ଶୁଣିବା ଓ ଖରାପ ବ୍ୟବହାର ଅଭିଯୋଗ ପରେ ପୁଲିସକୁ ତାଗିଦ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଥାନାରେ ପହଞ୍ଚି ପୁଲିସକୁ ତାଗିଦ କଲେ। ଲିଖିତ ଅଭିଯୋଗ ଦେବାକୁ ଥାନାରେ କାଗଜ କଲମ ମିଳୁନି। ପୁଲିସ କହିଲେ, ବିଧାୟକଙ୍କୁ କୁହ କାଗଜ ଓ କଲମ ପଠାଇବେ । ଏହାଶୁଣିବା ପରେ କାଗଜ ବଣ୍ଡଲ ଓ କଲମ ପ୍ୟାକେଟ ଧରି ଥାନାରେ ପହଞ୍ଚିଲେ ବିଧାୟକ। ୪ ପ୍ୟାକେଟ କାଗଜ ସହ ୨୦ଟି କଲମ ଧରି ଜଗତସିଂହପୁର ସଦର ଥାନାରେ ପଂହଁଚିଥିଲେ ବିଧାୟକ ଅମରେନ୍ଦ୍ର ଦାସ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Jagatsinghpur Bjp Mla