ଲୋକଙ୍କ କଥା ନ ଶୁଣିବା ଓ ଖରାପ ବ୍ୟବହାର ଅଭିଯୋଗ ପରେ ପୁଲିସକୁ ତାଗିଦ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଥାନାରେ ପହଞ୍ଚି ପୁଲିସକୁ ତାଗିଦ କଲେ। ଲିଖିତ ଅଭିଯୋଗ ଦେବାକୁ ଥାନାରେ କାଗଜ କଲମ ମିଳୁନି। ପୁଲିସ କହିଲେ, ବିଧାୟକଙ୍କୁ କୁହ କାଗଜ ଓ କଲମ ପଠାଇବେ । ଏହାଶୁଣିବା ପରେ କାଗଜ ବଣ୍ଡଲ ଓ କଲମ ପ୍ୟାକେଟ ଧରି ଥାନାରେ ପହଞ୍ଚିଲେ ବିଧାୟକ। ୪ ପ୍ୟାକେଟ କାଗଜ ସହ ୨୦ଟି କଲମ ଧରି ଜଗତସିଂହପୁର ସଦର ଥାନାରେ ପଂହଁଚିଥିଲେ ବିଧାୟକ ଅମରେନ୍ଦ୍ର ଦାସ । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବଡ଼ ବିଜୟ ପରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ଏମିତି କହିଲେ ଦେବେନ୍ଦ୍ର ଫଡନାଭିସ
ଆସନ୍ତା ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ ହେବା ଜରୁରୀ।
Politics
ମାତ୍ର ୧୪୦ ଖଣ୍ଡ ଭୋଟ ପାଇଲେ ଏଜାଜ ଖାନ, ନୋଟା ଠାରୁ ୬ ଗୁଣ କମ
ସୋଶାଲ ମିଡିଆରେ ତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ। ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ୧୫୦ଟି ଭୋଟ ମଧ୍ୟ ପାଇବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କ ନାଟରୁ ନୋଟାକୁ ଅଧିକ ଭୋଟ ମିଳିଛି।
Politics
ପଛରେ ବାବା ସିଦ୍ଦିକିଙ୍କ ପୁଅ, ଆଗରେ ଉଦ୍ଧବଙ୍କ ପୁତୁରା
ଜୀଶାନ ଠିକ ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ସେ ୨୦୧୯ରେ କଂଗ୍ରେସ ଟିକେଟରୁ ବାନ୍ଦ୍ରା ଇଷ୍ଟ ଆସନରୁ ଜିତିଥିଲେ।
Politics
୭୬ ହଜାର ଖଣ୍ଡ ଭୋଟରେ ହାରିଲେ ନବାବ ମଲିକ
ସମାଜବାଦୀ ପାର୍ଟିର ଅବୁ ଅସିମ ଆଜମିଙ୍କ ଠାରୁ ପରାସ୍ତ ହୋଇଛନ୍ତି ନବାବ ମଲିକ।
Politics
ଆଗରେ ଥିବା ସ୍ୱାମୀ ପଛରେ ପଡ଼ିବାରୁ EVMକୁ ଟାର୍ଗେଟ କଲେ ସ୍ୱରା ଭାସ୍କର
ଶରଦ ପାୱାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଥିବା ଫହାଦଙ୍କ ବିରୋଧରେ ଅଜିତ ପାୱାରଙ୍କ ଏନସିପିରୁ ସାନା ମଲିକ ଲଢ଼ୁଛନ୍ତି।