ଲୋକଙ୍କ CM ହେଲେ, ଲୋକଙ୍କ Police କେବେ ? || BJP MLA Amarendra Das in Action Mood || Jagatsinghpur || OR
Advertisment
ଲୋକଙ୍କ କଥା ନ ଶୁଣିବା ଓ ଖରାପ ବ୍ୟବହାର ଅଭିଯୋଗ ପରେ ପୁଲିସକୁ ତାଗିଦ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଥାନାରେ ପହଞ୍ଚି ପୁଲିସକୁ ତାଗିଦ କଲେ। ଲିଖିତ ଅଭିଯୋଗ ଦେବାକୁ ଥାନାରେ କାଗଜ କଲମ ମିଳୁନି। ପୁଲିସ କହିଲେ, ବିଧାୟକଙ୍କୁ କୁହ କାଗଜ ଓ କଲମ ପଠାଇବେ । ଏହାଶୁଣିବା ପରେ କାଗଜ ବଣ୍ଡଲ ଓ କଲମ ପ୍ୟାକେଟ ଧରି ଥାନାରେ ପହଞ୍ଚିଲେ ବିଧାୟକ। ୪ ପ୍ୟାକେଟ କାଗଜ ସହ ୨୦ଟି କଲମ ଧରି ଜଗତସିଂହପୁର ସଦର ଥାନାରେ ପଂହଁଚିଥିଲେ ବିଧାୟକ ଅମରେନ୍ଦ୍ର ଦାସ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us