Advertisment

ଆକ୍ସନ ମୁଡ଼ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ

ମୋତେ ବିରୋଧ କରୁଥିବା ଲୋକମାନେ, ଯଦି ଯୋଗ୍ୟ ହିତାଧିକାରୀ ତେବେ ତାଙ୍କୁ ବି ସରକାରୀ ସୁବିଧା ମିଳିବା ନିହାତି ଦରକାର: ବିଧାୟକ ଅମରେନ୍ଦ୍ର ଦାସ ।

author-image
Manoj Swain

ଆକ୍ସନ ମୁଡ଼ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଭରା ସଭାରେ ବିଡିଓଙ୍କୁ ଗୋଟି ଗୋଟି କରି ବୁଝାଇଲେ। କହିଲେ, ମୋତେ ବିରୋଧ କରୁଥିବା ଲୋକମାନେ, ଯଦି ଯୋଗ୍ୟ ହିତାଧିକାରୀ ତେବେ ତାଙ୍କୁ ବି ସରକାରୀ ସୁବିଧା ମିଳିବା ନିହାତି ଦରକାର। କୌଣସି ବ୍ୟକ୍ତି ବି ପ୍ରତିବାଦ କରିବେନି। ସେମାନଙ୍କ ଅଧିକାର ଛଡ଼ାଇନେବା ପାଇଁ ଆମେ କିଏ ? ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Jagatsinghpur Bjp Mla