Advertisment

ଆକ୍ସନ ମୁଡ଼ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ

ମୋତେ ବିରୋଧ କରୁଥିବା ଲୋକମାନେ, ଯଦି ଯୋଗ୍ୟ ହିତାଧିକାରୀ ତେବେ ତାଙ୍କୁ ବି ସରକାରୀ ସୁବିଧା ମିଳିବା ନିହାତି ଦରକାର: ବିଧାୟକ ଅମରେନ୍ଦ୍ର ଦାସ ।

Advertisment

ଆକ୍ସନ ମୁଡ଼ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଭରା ସଭାରେ ବିଡିଓଙ୍କୁ ଗୋଟି ଗୋଟି କରି ବୁଝାଇଲେ। କହିଲେ, ମୋତେ ବିରୋଧ କରୁଥିବା ଲୋକମାନେ, ଯଦି ଯୋଗ୍ୟ ହିତାଧିକାରୀ ତେବେ ତାଙ୍କୁ ବି ସରକାରୀ ସୁବିଧା ମିଳିବା ନିହାତି ଦରକାର। କୌଣସି ବ୍ୟକ୍ତି ବି ପ୍ରତିବାଦ କରିବେନି। ସେମାନଙ୍କ ଅଧିକାର ଛଡ଼ାଇନେବା ପାଇଁ ଆମେ କିଏ ? ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Bjp Mla Odisha Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe