Advertisment

ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ଯଜ୍ଞଶ୍ୱର ବାବୁ

ଯଜ୍ଞଶ୍ଵରବାବୁ କିଛି ବର୍ଷ ତଳେ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ। କିନ୍ତୁ ଆଜି ସେ ବିଜେପିରେ ଯୋଗଦେଇଛନ୍ତି। ବଲାଙ୍ଗିର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।

BJP

BJP

Advertisment

ବିଜେପିରେ ଯୋଗଦେଇଛନ୍ତି ପୂର୍ବତନ ବିଧାୟକ ଯଜ୍ଞଶ୍ଵର ବାବୁ। ସେ ଏପ୍ରିଲ ୩ ତାରିଖରେ କଂଗ୍ରେସ ଛାଡିଥିଲେ। ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିଲେ ଯଜ୍ଞଶ୍ଵର। ତା’ପରେ ବିଜେଡିରେ ସାମିଲ ହୋଇ ବିଭିନ୍ନ ପଦପ ଦବୀରେ ରହିଥିଲେ।

Advertisment

ଯଜ୍ଞଶ୍ଵରବାବୁ କିଛି ବର୍ଷ ତଳେ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ। କିନ୍ତୁ ଆଜି ସେ ବିଜେପିରେ ଯୋଗଦେଇଛନ୍ତି। ବଲାଙ୍ଗିର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଶତାଧିକ ସହଯୋଗୀ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ଆଗାମୀ ଦିନରେ ଦେଓଗାଁ ଚିନି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଜେପିରେ ସାମିଲ ହୋଇଥିବା ଯଜ୍ଞଶ୍ଵର କହିଛନ୍ତି। ଅନ୍ୟପଟେ ଯଜ୍ଞଶ୍ଵର ବାବୁଙ୍କ ଯୋଗଦାନ ଜିଲ୍ଲା ବିଜେପିକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ସାଂସଦ ସଂଗୀତା ସିଂହଦେଓ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Bjp Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe