ଏସ୍‌ ଜୟଶଙ୍କର ଓ ଡେରେକ ଓବ୍ରାଏନଙ୍କ ସମେତ ୧୧ ଜଣ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଗଲେ

ପଶ୍ଚିମବଙ୍ଗର ୬, ଗୁଜରାଟ ୩ ଓ ଗୋଆର ଗୋଟିଏ ରାଜ୍ୟସଭା ଆସନ ପାଇଁ ଜୁଲାଇ ୨୪ରେ ଭୋଟ ହେବାର ଥିଲା। ଏଥିପାଇଁ ଟିଏମସି ଓ ବିଜେପି ପ୍ରାର୍ଥୀ ଦେଇଥିଲେ।

TMC

ବାମରୁ ଜୟଶଙ୍କର ଓ ଡେରେକ (ଫାଇଲ ଫଟୋ)

Hemant Lenka
  • Published: Monday, 17 July 2023
  • Updated: 17 July 2023, 07:56 PM IST

Sports

Latest News

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ତାଙ୍କ ସହ ଟିଏମସି ସାଂସଦ ଡେରେକେ ଓବ୍ରାଏନ ମଧ୍ୟ ଉଚ୍ଚ ସଦନକୁ ଯାଇଛନ୍ତି। ଏହି ଦୁଇ ନେତାଙ୍କ ସମେତ ମୋଟ ୧୧ ଜଣ ରାଜନେତା ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ପଶ୍ଚିମବଙ୍ଗର ୬, ଗୁଜରାଟ ୩ ଓ ଗୋଆର ଗୋଟିଏ ରାଜ୍ୟସଭା ଆସନ ପାଇଁ ଜୁଲାଇ ୨୪ରେ ଭୋଟ ହେବାର ଥିଲା। ଏଥିପାଇଁ ଟିଏମସି ଓ ବିଜେପି ପ୍ରାର୍ଥୀ ଦେଇଥିଲେ। କିନ୍ତୁ ଏହି ଦୁଇ ଦଳ ବିରୋଧରେ ଆଉ କେହି ବି ପ୍ରାର୍ଥୀ ନ ହେବାରୁ ସମସ୍ତ ୧୦ ରାଜନେତା ନିର୍ନ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଯାଇଛନ୍ତି। ସେହିପରି ଟିଏମସି ରାଜ୍ୟସଭାର ଗୋଟିଏ ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ମଧ୍ୟ ଜିତିଛି।

Also Read

ଟିଏମସି ଡେରେକ, ସୁଖେନ୍ଦୁ ଶେଖର ରୟ, ଡୋଲା ସେନ, ସମିରୁଲ ଇସଲାମ, ପ୍ରକାଶ ବାରିକ ଓ ସାକେଖ ଗୋଖଲେଙ୍କୁ ପ୍ରାର୍ଥୀ କରିଥିଲା। ଏମାନେ ସମସ୍ତେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ବିଜେପି ପ୍ରାର୍ଥୀ କରିଥିବା ସମସ୍ତ ୫ ସଦସ୍ୟ ମଧ୍ୟ ବିନା କୌଣସି ନିର୍ବାଚନରେ ରାଜ୍ୟସଭାକୁ ଯାଇଛନ୍ତି। ଏସ ଜୟଶଙ୍କର କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି। ସେହିପରି ଗୁଜରାଟର ବାବୁଭାଇ ଦେଶାଇ ଓ କେଶରୀ ଦେବ ସିଂହ ଝାଲା ଗୁଜରାଟରୁ ରାଜ୍ୟସଭାକୁ ଯାଇଛନ୍ତି। ଅନନ୍ତ ମହାରାଜ ଓ ସଦାନନ୍ଦ ଶେଟ ତାନାଭାଡେ ଯଥାକ୍ରମେ ପଶ୍ଚିମବଙ୍ଗ ଓ ଗୋଆରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ଆଜି ରାଜ୍ୟସଭାକୁ ବିଜେପିର ୫ ଜଣ ଓ ଟିଏମସିର ୬ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ନାମାଙ୍କନପତ୍ର ପାଇଁ ସମୟ ଶେଷ ହେବା ସହ ଦୁଇ ଦଳର ୧୧ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଛନ୍ତି। ଏମାନଙ୍କ ବିରୋଧରେ କୌଣସି ଦଳ ପ୍ରାର୍ଥୀ ଦେଇ ନଥିଲେ।

ଏବେ କଂଗ୍ରେସ ରାଜ୍ୟସଭାରେ ଗୋଟିଏ ଆସନ ହରାଇଛି। ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୩୦କୁ ଖସିଛି। ବିଜେପିର ସାଂସଦଙ୍କ ସଂଖ୍ୟାରେ ଆଉ ୧ ଯୋଡ଼ି ହୋଇଛି। ଫଳରେ ଦଳର ମୋଟ ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯୩ ଛୁଇଁଛି।

ଜୁଲାଇ ୨୪ ପରେ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ୭ ଆସନ ଖାଲି ପଡ଼ିବ। ଜମ୍ମୁ-କଶ୍ମୀରର ୪ଟି, ୨ ଜଣ ମନୋନୀତ ସଦସ୍ୟଙ୍କ ଆସନ ଓ ଉତ୍ତର ପ୍ରଦେଶରୁ ଗୋଟିଏ ଆସନ ଖାଲି ପଡ଼ିବ।

ଏହାର ଅର୍ଥ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶ ବେଳେ ରାଜ୍ୟସଭାର ଆସନ ସଂଖ୍ୟା ୨୩୮ ରହିଥିବ। ଏଠାରେ କୌଣସି ବିଲ୍‌ ପାସ୍‌ କରିବା ପାଇଁ ୧୨୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story