Advertisment

କାହା ସ୍ବାର୍ଥରେ ନିର୍ମାଣ ହୋଇଛି କୁସୁମା କଟେଜ ?

ଯାଜପୁର ପୌରପାଳିକା ଅଧିନସ୍ଥ କୁସୁମା ହ୍ରଦ ଓ ପାର୍କରେ ରହିଥିବା ୯ଟି ଆଲିସାନ କଟେଜର ୧୮ ଟି ସୁଟର ଅତିଥିଭବନ ଏବେ ଚର୍ଚ୍ଚାରେ ।

author-image
Manoj Swain

ଯାଜପୁର ପୌରପାଳିକାରେ ନିର୍ମିତ ବିଳାସମୟ ବଙ୍ଗଳା ଯେତିକି ଚର୍ଚ୍ଚିତ, ପୌର ପ୍ରଶାସନର କାର୍ଯ୍ୟଧାରା ତା ଠାରୁ ଅଧିକ ସଂଦେହ ଜନକ । କାହା ସ୍ବାର୍ଥରେ, କେଉଁ ବିଭାଗ ଅର୍ଥରେ ପର୍ଯ୍ୟଟନ କ୍ଷେତ୍ର ଭଳି କୁସୁମା ପାର୍କରେ ଦୁଇ ମହଲା ବିଶିଷ୍ଟ ୯ଟି କଟେଜ କରାଯାଇଛି ? ତାହାର ତଥ୍ୟ ଦେବାକୁ ପୈାର ପାଳିକା ସହ ଯୋଗାଯୋଗ କରାଯାଇଥିଲେ ବି କିଛି ସୁଫଳ ମିଳିନି । ତେବେ ଏହା କଣ ଭୁତ ଦ୍ବାରା ନିର୍ମିତ ହେଲା ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Jajpur