ଭୂତ ଗଢିଛି କୁସୁମା ଉଆସ ! || Kusuma Bangala || Kusuma Park In Jajpur || Odisha Reporter
Advertisment
ଯାଜପୁର ପୌରପାଳିକାରେ ନିର୍ମିତ ବିଳାସମୟ ବଙ୍ଗଳା ଯେତିକି ଚର୍ଚ୍ଚିତ, ପୌର ପ୍ରଶାସନର କାର୍ଯ୍ୟଧାରା ତା ଠାରୁ ଅଧିକ ସଂଦେହ ଜନକ । କାହା ସ୍ବାର୍ଥରେ, କେଉଁ ବିଭାଗ ଅର୍ଥରେ ପର୍ଯ୍ୟଟନ କ୍ଷେତ୍ର ଭଳି କୁସୁମା ପାର୍କରେ ଦୁଇ ମହଲା ବିଶିଷ୍ଟ ୯ଟି କଟେଜ କରାଯାଇଛି ? ତାହାର ତଥ୍ୟ ଦେବାକୁ ପୈାର ପାଳିକା ସହ ଯୋଗାଯୋଗ କରାଯାଇଥିଲେ ବି କିଛି ସୁଫଳ ମିଳିନି । ତେବେ ଏହା କଣ ଭୁତ ଦ୍ବାରା ନିର୍ମିତ ହେଲା ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us