Advertisment

ଚାପରେ ବବିଙ୍କ ପୋଷ୍ଟ ନା ହୃଦୟରୁ ?

ପାଣ୍ଡିଆନଙ୍କ ଅତି ନିକଟତର ଥିବା ବିଜେଡିର ସାଙ୍ଗଠନିକ ସଂପାଦକ ବବି କିନ୍ତୁ ଚୁପ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ କଳାହାଣ୍ଡି ଗସ୍ତବଳେ ଆସିଲା ବବିଙ୍କ ସୋଶାଲ ମିଡିଆ ପୋଷ୍ଟ ।

author-image
Manoj Swain
ଅଦ୍ୟତନ ହୋଇଛି

ଚାକିରିରୁ ଭିଆରଏସ ନେଇ ପାଣ୍ଡିଆନ ହେଲେ 5T ଅଧ୍ୟକ୍ଷ । ବିଜେଡିର ଅନେକ ନେତା ଗଣମାଧ୍ୟମ ଆଗକୁ ଆସି ବାଇଟ ଦେଲେ । ପାଣ୍ଡିଆନଙ୍କୁ ବିକାଶ ପୁରୁଷ କହିବା ସହ ସେ ଆସିଲେ ଦଳକୁ ବଳ ମିଳିବ ବୋଲି କହିଲେ । ହେଲେ ପାଣ୍ଡିଆନଙ୍କ ଅତି ନିକଟତର ଥିବା ବିଜେଡିର ସାଙ୍ଗଠନିକ ସଂପାଦକ ବବି କିନ୍ତୁ ଚୁପ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ କଳାହାଣ୍ଡି ଗସ୍ତବଳେ ଆସିଲା ବବିଙ୍କ ସୋଶାଲ ମିଡିଆ ପୋଷ୍ଟ । ଧର୍ମଗଡ଼ ପାଇଁ ପାଣ୍ଡିଆନଙ୍କ ଅବଦାନ ନେଇ ଗୁଣଗାନ କଲେ ବବି ।

Advertisment
Odisha BjD Vk Pandian Pranab Prakash Das