ଅଦ୍ୟତନ ହୋଇଛି
ଚାପରେ ବବିଙ୍କ ପୋଷ୍ଟ ନା ହୃଦୟରୁ ? | Odisha Reporter
Advertisment
ଚାକିରିରୁ ଭିଆରଏସ ନେଇ ପାଣ୍ଡିଆନ ହେଲେ 5T ଅଧ୍ୟକ୍ଷ । ବିଜେଡିର ଅନେକ ନେତା ଗଣମାଧ୍ୟମ ଆଗକୁ ଆସି ବାଇଟ ଦେଲେ । ପାଣ୍ଡିଆନଙ୍କୁ ବିକାଶ ପୁରୁଷ କହିବା ସହ ସେ ଆସିଲେ ଦଳକୁ ବଳ ମିଳିବ ବୋଲି କହିଲେ । ହେଲେ ପାଣ୍ଡିଆନଙ୍କ ଅତି ନିକଟତର ଥିବା ବିଜେଡିର ସାଙ୍ଗଠନିକ ସଂପାଦକ ବବି କିନ୍ତୁ ଚୁପ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ କଳାହାଣ୍ଡି ଗସ୍ତବଳେ ଆସିଲା ବବିଙ୍କ ସୋଶାଲ ମିଡିଆ ପୋଷ୍ଟ । ଧର୍ମଗଡ଼ ପାଇଁ ପାଣ୍ଡିଆନଙ୍କ ଅବଦାନ ନେଇ ଗୁଣଗାନ କଲେ ବବି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us