ୟାଠୁ ଭଲ ଥିଲା ମୋ ଶ୍ୱଶୁରଙ୍କ ଶାସନ | Odisha Reporter
ଏବେର ଶାସନ ଆଉ ଶ୍ୱଶୁରଙ୍କ ଶାସନର ତର୍ଜମା କଲେ ଜ୍ୱାଇଁ ସୌମ୍ୟ ବାବୁ । ସେତେବେଳେ ଓଡ଼ିଶାର ଶାସନ ଭଲ ଥିଲା । ବାଘ- ଆଉ ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ । କିନ୍ତୁ ଏବେ ମନ୍ତ୍ରୀ ନିଜ ଚାକିରୀ ରଖିବା ପାଇଁ ସଚିବଙ୍କ ପାଖେ ଅଧିଆ ପଡୁଛି । ଶ୍ୱଶୁର ଜାନକୀ ପଟ୍ଟନାୟକଙ୍କ ଶାସନକୁ ଲୋକେ ଏବେ ଭାରି ମନେ ପକାଉଛନ୍ତି ବୋଲି କହିଛନ୍ତି ଜ୍ୱାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
