Advertisment

'ୟାଠୁ ଭଲ ଥିଲା ମୋ ଶ୍ୱଶୁରଙ୍କ ଶାସନ'

ଶ୍ୱଶୁର ଜାନକୀ ପଟ୍ଟନାୟକଙ୍କ ଶାସନକୁ ଲୋକେ ଏବେ ଭାରି ମନେ ପକାଉଛନ୍ତି ବୋଲି କହିଛନ୍ତି ଜ୍ୱାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

Advertisment

ଏବେର ଶାସନ ଆଉ ଶ୍ୱଶୁରଙ୍କ ଶାସନର ତର୍ଜମା କଲେ ଜ୍ୱାଇଁ ସୌମ୍ୟ ବାବୁ । ସେତେବେଳେ ଓଡ଼ିଶାର ଶାସନ ଭଲ ଥିଲା । ବାଘ- ଆଉ ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ । କିନ୍ତୁ ଏବେ ମନ୍ତ୍ରୀ ନିଜ ଚାକିରୀ ରଖିବା ପାଇଁ ସଚିବଙ୍କ ପାଖେ ଅଧିଆ ପଡୁଛି । ଶ୍ୱଶୁର ଜାନକୀ ପଟ୍ଟନାୟକଙ୍କ ଶାସନକୁ ଲୋକେ ଏବେ ଭାରି ମନେ ପକାଉଛନ୍ତି ବୋଲି କହିଛନ୍ତି ଜ୍ୱାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

Advertisment
Odisha BjD Naveen Patnaik Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe