Advertisment

'ଛତିଶଗଡ଼ ପ୍ରଭାବ ନିଶ୍ଚୟ ଓଡ଼ିଶା ଉପରେ ପଡ଼ିବ'

କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ୨୦୨୪ ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛି ଦଳ। କେନ୍ଦ୍ରାପଡ଼ାରେ ବିଜେପିର ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ।

Advertisment

୨୦୨୪ ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। କେନ୍ଦ୍ରାପଡ଼ାରେ ବିଜେପିର ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ। ତେବେ ୩ ରାଜ୍ୟରେ ବିଜେପିର ବିଜୟ ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା। କହିଲେ, ଛତିଶଗଡ଼ ବିଜୟର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ଓଡ଼ିଶାର ଅନେକ କାର୍ଯ୍ୟକର୍ତ୍ତା ଛତିଶଗଡ଼ ବିଜୟ ପାଇଁ ପରିଶ୍ରମ କରିଥିଲେ। ଏହାର ପ୍ରଭାବ ନିଶ୍ଚୟ ଓଡ଼ିଶା ଉପରେ ପଡ଼ିବ। ଓଡ଼ିଶା ଲୋକେ ଅସ୍ତବ୍ୟସ୍ତ ହେଲେଣି ବିଜେପିକୁ ଭୋଟ୍ ଦେବାକୁ। ସେହିଭଳି 'ନବୀନ ଓଡ଼ିଶା ଆମ ଓଡ଼ିଶା' ନେଇ ସେ କହିଛନ୍ତି, ଯେତେ ମାର୍କେଟିଂ କଲେ ବି ପ୍ରଡକ୍ଟର କ୍ୱାଲିଟି ଭଲ ନଥିଲେ ବିକ୍ରି ହେବନି। ଏବେ କଣ ସତରେ ନବୀନ ବାବୁ ସରକାର ଚଳାଉଛନ୍ତି। ଲୋକେ କ'ଣ ଜାଣି ନାହାନ୍ତି, କଣ ଚାଲିଛି ସେ ଦଳରେ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bjp Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe