ଉଖୁରାଇଲେ ରୋହିତ, ନାଦି ଦେଲେ ଜୟ | Odisha Reporter
ଉପସ୍ଥିତ ଜନତାଙ୍କୁ ତତାଇଦେବା ପାଇଁ ରେଢାଖୋଲ ବିଧାୟକ ତଥା ସମ୍ବଲପୁର ବିଜେଡି ସଭାପତି ରୋହିତ ପୁଜାରୀଙ୍କ ଓଜସ୍ବିନୀ ଭାଷଣ। ଭାଷଣ ଭାଷରେ ପୁରା ଶାଣିତ ଆକ୍ରମଣ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ । କହିଲେ ଏହି ଅଞ୍ଚଳର ବିକାଶ ନା ସାଂସଦ କରିଛନ୍ତି ନା ବିଧାୟକ ? ସୋପଟେ ରୋହିତଙ୍କୁ ଏମିତି କାଉଣ୍ଟର କଲେ ଜୟନାରାୟଣ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
