Advertisment

ଉଖୁରାଇଲେ ରୋହିତ, ନାଦି ଦେଲେ ଜୟ

ଉପସ୍ଥିତ ଜନତାଙ୍କୁ ତତାଇଦେବା ପାଇଁ ରେଢାଖୋଲ ବିଧାୟକ ତଥା ସମ୍ବଲପୁର ବିଜେଡି ସଭାପତି ରୋହିତ ପୁଜାରୀଙ୍କ ଓଜସ୍ବିନୀ ଭାଷଣ।

Advertisment

ଉପସ୍ଥିତ ଜନତାଙ୍କୁ ତତାଇଦେବା ପାଇଁ ରେଢାଖୋଲ ବିଧାୟକ ତଥା ସମ୍ବଲପୁର ବିଜେଡି ସଭାପତି ରୋହିତ ପୁଜାରୀଙ୍କ ଓଜସ୍ବିନୀ ଭାଷଣ। ଭାଷଣ ଭାଷରେ ପୁରା ଶାଣିତ ଆକ୍ରମଣ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ । କହିଲେ ଏହି ଅଞ୍ଚଳର ବିକାଶ ନା ସାଂସଦ କରିଛନ୍ତି ନା ବିଧାୟକ ? ସୋପଟେ ରୋହିତଙ୍କୁ ଏମିତି କାଉଣ୍ଟର କଲେ ଜୟନାରାୟଣ ।

Advertisment
Bjp BjD Jayanarayan Mishra Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe