Advertisment

CBI ତଦନ୍ତ ହେଲେ ଫଶିବେ ବିଜେଡି ନେତା ?

ସିବିଆଇକୁ ମାମଲା ଦେବା ପାଇଁ ବିଧାନସଭାରେ ଦାବି ଜଣାଇଲେ ଜୟନାରାୟଣ ମିଶ୍ର ।

author-image
Manoj Swain

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ, ମମିତା ମେହେର ଓ ନବ ଦାସ ହତ୍ୟା ଘଟଣା । ସିବିଆଇକୁ ମାମଲା ଦେବା ପାଇଁ ବିଧାନସଭାରେ ଦାବି ଜଣାଇଲେ ଜୟନାରାୟଣ ମିଶ୍ର । ତଦନ୍ତ ବେଳେ ଗତ ସରକାର ପୁଲିସକୁ ପ୍ରଭାବିତ କରିଛି, ତେଣୁ ସିବିଆଇକୁ ହସ୍ତାନ୍ତର ଦାବି । ପ୍ରମିଳା କହିଲେ, ତାଙ୍କର ତ ସରକାର ଅଛି ସେ ଦେଇ ଦେଉ ନାହାଁନ୍ତି କାହିଁକି ସିବିଆଇକୁ । ଓଡ଼ିଶାରେ ସିବିଆଇ କେତେ ସଫଳ ହୋଇଛି ସେ ତଦନ୍ତ କରୁଥିବା ମାମଲାରୁ ଜଣାପଡୁଛି।

Advertisment
Odisha CBI