Advertisment

'ଆମେ ଆସିଲେ ବାନ୍ଧିବୁ ନବୀନ ଆଉ ପାଣ୍ଡିଆନଙ୍କୁ'

ଓଡ଼ିଶାର ଖଣି, ପାଣି, ଜଙ୍ଗଲ ସବୁ ଗୁଡିକ ଲୁଟ ହୋଇଯାଇଛି ଏବଂ ଲୁଟରେ ଏଇ ଦୁଇଜଣଙ୍କ ମଧ୍ୟରେ ଭାଗ ହୋଇଛି। ସେମାନେ ଜେଲ ଯିବେନି ତ ଆଉ କିଏ ଯିବ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

author-image
Manoj Swain

ଓଡ଼ିଶାର ଖଣି, ପାଣି, ଜଙ୍ଗଲ ସବୁ ଗୁଡିକ ଲୁଟ ହୋଇଯାଇଛି ଏବଂ ଲୁଟରେ ଏଇ ଦୁଇଜଣଙ୍କ ମଧ୍ୟରେ ଭାଗ ହୋଇଛି। ସେମାନେ ଜେଲ ଯିବେନି ତ ଆଉ କିଏ ଯିବ :  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Advertisment
Odisha BjD Jayanarayan Mishra