ଓଡ଼ିଶାର ଖଣି, ପାଣି, ଜଙ୍ଗଲ ସବୁ ଗୁଡିକ ଲୁଟ ହୋଇଯାଇଛି ଏବଂ ଲୁଟରେ ଏଇ ଦୁଇଜଣଙ୍କ ମଧ୍ୟରେ ଭାଗ ହୋଇଛି। ସେମାନେ ଜେଲ ଯିବେନି ତ ଆଉ କିଏ ଯିବ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।