Advertisment

ସମ୍ୱଲପୁରରୁ ଜିତିଲେ ଜୟନାରାୟଣ ମିଶ୍ର

ଜୟନାରାୟଣ ମିଶ୍ର ତାଙ୍କ ନିକଟତର ପ୍ରତିଦ୍ୱନ୍ଦ୍ୱୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି। ଜୟନାରାୟଣ ବିଜୟୀ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।

author-image
Manoj Swain

ସମ୍ୱଲପୁର ବିଧାନସଭାରେ ବିଜେପି ବିଜୟୀ । ଜୟନାରାୟଣ ମିଶ୍ର ତାଙ୍କ ନିକଟତର ପ୍ରତିଦ୍ୱନ୍ଦ୍ୱୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି। ଜୟନାରାୟଣ ବିଜୟୀ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହାକୁ ନେଇ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ କଣ କହିଛନ୍ତି ଶୁଣନ୍ତୁ।

Advertisment
Jayanarayan Mishra Bjp Odisha Sambalpur