\'ବାପା, ମୁଁ ମିଶିକି ସମ୍ବଲପୁର ହିତରେ କାମ କରିବୁ\' |Election Result 2024 |BJP Celebrations |Odisha Reporter
Advertisment
ସମ୍ୱଲପୁର ବିଧାନସଭାରେ ବିଜେପି ବିଜୟୀ । ଜୟନାରାୟଣ ମିଶ୍ର ତାଙ୍କ ନିକଟତର ପ୍ରତିଦ୍ୱନ୍ଦ୍ୱୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି। ଜୟନାରାୟଣ ବିଜୟୀ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହାକୁ ନେଇ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us