୩୯ ହଜାର ଭୋଟରେ ଜିତିଲେ ହେମନ୍ତ ସୋରେନ

ଇଡି କେସରେ ଫସିଥିଲେ ବି ହେମନ୍ତ ସୋରେନଙ୍କୁ ଭରସା କରିଛନ୍ତି ଝାଡ଼ଖଣ୍ଡବାସୀ।

Hemant Soren

ହେମନ୍ତ ସୋରେନ

Debibandita Barick
  • Published: Saturday, 23 November 2024
  • Updated: 23 November 2024, 05:05 PM IST

Sports

Latest News

ଝାଡ଼ଖଣ୍ଡରେ ସରକାର ଗଢିବାକୁ ଯାଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)। ହେମନ୍ତ ସୋରେନ ଇଡି କେସରେ ଫସିଥିଲେ ମଧ୍ୟ ଝାଡ଼ଖଣ୍ଡବାସୀ ତାଙ୍କୁ ପୁଣି ଥରେ ଭରସା କରିଛନ୍ତି। ବାରହେଟ ଆସନରୁ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ।

ବିପକ୍ଷ ପ୍ରାର୍ଥୀ ବିଜେପିର ଗାମଲିୟେଲ ହେମ୍ବରମଙ୍କୁ 39 ହଜାର 416 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୋରେନ। ସୋରେନଙ୍କୁ 94 ହଜାର 840 ଖଣ୍ଡ ଭୋଟ୍ ମିଳି ଥିବାବେଳେ ହେମ୍ବରମଙ୍କୁ 55 ହଜାର 424ଟି ଭୋଟ୍ ମିଳିଛି।

ଦୁମକା ଆସନରୁ ମଧ୍ୟ ଜେଏମଏମ ପ୍ରାର୍ଥୀ ବସନ୍ତ ସୋରେନ ବିଜୟୀ ହୋଇଛନ୍ତି। ବିଜେପିର ସୁନୀଲ ସୋରେନଙ୍କୁ 14 ହଜାର 588 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ବସନ୍ତ। 

Also Read

ସେପଟେ, ଜେଏମଏମର ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ଆଗେଇ ଚାଲିଛନ୍ତି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ଆଗରେ ଥିବାବେଳେ ନାଲା ଆସନରୁ ରବୀନ୍ଦ୍ର ନାଥ ମହତୋ ଆଗରେ ଅଛନ୍ତି।

ବିଜେପି ପକ୍ଷରୁ ଚମ୍ପାଇ ସୋରେନ ଏବଂ ପୂର୍ଣ୍ଣିମା ସାହୁ ଆଗରେ ଅଛନ୍ତି। ଚମ୍ପାଇ ଷରେଇକଳା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବାବେଳେ ପୂର୍ଣ୍ଣିମା ସାହୁ ଜାମସେଦପୂର୍ବରୁ ଲଢୁଛନ୍ତି।

ସନ୍ଧ୍ୟା 5ଟା ରିପୋର୍ଟ ଅନୁସାରେ, 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡି ମେଣ୍ଟ 57ଟି ଆସନରେ ଆଗରେ ଥିଲା, ଯେଉଁଥିରେ ଦଳ 23ଟିରେ ବିଜୟୀ ହୋଇ ସାରିଥିଲା। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏ ଆଗୁଆ ଥିବା 23ଟି ଆସନରୁ 7ଟିରେ ବିଜୟୀ ହୋଇ ସାରିଥିଲା ଏବଂ ଅନ୍ୟାନ୍ୟ ଗୋଟିଏ ସିଟରେ ବିଜୟୀ ହୋଇଥିଲା।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story