Advertisment

ଝାରସୁଗୁଡ଼ା ଦେଖିବ ନବାଗତ ଫାଇଟ୍

ସରିଲା ଟିକେଟ୍ ବଣ୍ଟା, ଅପେକ୍ଷା କାହାର ଉଡ଼ିବ ଝଣ୍ଡା। ଏଥର ଝାରସୁଗୁଡ଼ାରେ 3 ନବାଗତଙ୍କ ଲଢ଼େଇ। କଂଗ୍ରେସ ପାଖକୁ ଗଡ଼ ଫେରିବ ନା ବିଜେପି ଖାତା ଖୋଲିବ। ନବଙ୍କ ଲୋକପ୍ରିୟତା ବିଜେଡିକୁ ଫାଇଦା ଦେବ ତ ? ବିଜେଡିର କନ୍ଦଳ ଦେବ କି ବିରୋଧୀଙ୍କୁ ସୁଯୋଗ ?

author-image
Manoj Swain

ସରିଲା ଟିକେଟ୍ ବଣ୍ଟା, ଅପେକ୍ଷା କାହାର ଉଡ଼ିବ ଝଣ୍ଡା। ଏଥର ଝାରସୁଗୁଡ଼ାରେ ୩ ନବାଗତଙ୍କ ଲଢ଼େଇ। କଂଗ୍ରେସ ପାଖକୁ ଗଡ଼ ଫେରିବ ନା ବିଜେପି ଖାତା ଖୋଲିବ। ନବଙ୍କ ଲୋକପ୍ରିୟତା ବିଜେଡିକୁ ଫାଇଦା ଦେବ ତ ? ବିଜେଡିର କନ୍ଦଳ ଦେବ କି ବିରୋଧୀଙ୍କୁ ସୁଯୋଗ ?

Advertisment
Odisha Politics Jharsuguda Bypoll