ବିଧାନସଭାରେ ପ୍ରଥମ ଦିନରେ ଦୀପାଳିଙ୍କୁ ବିଜେପି ଦେଲା ବଡ଼ ପରାମର୍ଶ । କହିଲା ବାପାଙ୍କ ହତ୍ୟାକାଣ୍ଡର ରହସ୍ୟ ଜାଣିବା ପାଇଁ ଦାବି କର ସିବିଆଇ ତଦନ୍ତ । ସେପଟେ ଦୀପାଳି କହିଛନ୍ତି ବାପାଙ୍କ ସିଟକୁ ଦେଖି ତାଙ୍କୁ ମନେ ପକାଇଲି । ବାପା ଚାହୁଁଥିଲେ ମୁଁ ବିଧାନସଭାକୁ ଆସିବି ଆଉ ଲୋକଙ୍କ ସ୍ୱର ଉଠାଇବି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନରେ ସସପେନ୍ସ; ଅଡ଼ୁଆରେ ବିଜେପି
ମହାରାଷ୍ଟ୍ରରେ ଏନଡିଏ ସରକାର ପାଇଁ ଏବେ ବି ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସହଯୋଗୀ ଏନସିପି ଓ ଶିବସେନା। ବଡ଼ ବଡ଼ ବିଭାଗ ଦାବିରେ ଅଜିତ-ଏକନାଥ।
Politics
ଅଦାନୀଙ୍କ ପୁଅଙ୍କ ପ୍ରି-ୱେଡିଂ ଉତ୍ସବରେ ପାଣ୍ଡିଆନ, ବିଜେଡିରେ ଅସନ୍ତୋଷ
କେବଳ ଭୋଜିରେ ସାମିଲ ହୋଇନାହାନ୍ତି ବରଂ ଗୌତମ ଅଦାନୀଙ୍କ ବ୍ୟକ୍ତିଗତ ଅଫିସିଆଲଙ୍କ ସହ ପାଣ୍ଡିଆନ କୌଣସି ପ୍ରସଙ୍ଗରେ ଆଲୋଚନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
Politics
୧୬ଟି କାର୍ଯ୍ୟଦିବସ ଥାଇ ବିଧାନସଭା ମୁଲତବୀ, ଝୁଲିଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪କୁ ଗୃହରେ ସରକାର ଗୃହରେ ଆଗତ କରିଥିଲେ ମଧ୍ୟ ଏହା ଉପରେ ଆଲୋଚନା କରିନାହାନ୍ତି । ବିଜେଡି ବିଧାୟକମାନଙ୍କ ବିରୋଧ ଓ ଅନ୍ୟ କେତେକ କାରଣରୁ ସରକାର ଏହି ବିଲକୁ ଚଳିତ ଅଧିବେଶନରେ ପାରିତ କରାଇବାକୁ ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି ।
Politics
ମହାରାଷ୍ଟ୍ରରେ EVM ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି ଗ୍ରାମ କମିଟି
ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି 'ଇଣ୍ଡିଆ' ମେଣ୍ଟ। ଏପଟେ ମହାରାଷ୍ଟ୍ରରେ ବିଭିନ୍ନ ଗ୍ରାମ କମିଟିଗୁଡିକ ଇଭିଏମ୍ ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି।