Advertisment

କଳାଟଙ୍କା ବିରୋଧରେ ବିଜେପିର ଗର୍ଜନ

ଶହ ଶହ କୋଟିର ମଦ ଟଙ୍କା ଜବତ ଘଟଣା ପରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିରୋଧରେ ଗର୍ଜିଲେ ବିଜେପି ସାଂସଦ।

author-image
Manoj Swain

ଶହ ଶହ କୋଟିର ମଦ ଟଙ୍କା ଜବତ ପରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିରୋଧରେ ଗର୍ଜିଲେ ବିଜେପି ସାଂସଦ। ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରତିବାଦ କରିଛି ବିଜେପି। ସେହିଭଳି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହା ସହ ଧୀରଜ ପ୍ରସାଦ ସାହୁଙ୍କ ମଦ କମ୍ପାନୀର ବିଭିନ୍ନ ଶାଖା ଓ ସହଯୋଗୀଙ୍କ ଘରେ ମିଳିଥିବା କଳା ଧନ କାହାର ବୋଲି ରାହୁଲ ଗାନ୍ଧିଙ୍କୁ ଜବାବ ମାଗିଛନ୍ତି ବିଜେପି ନେତା।

Advertisment
Bjp Protest Delhi IT Raid